Word |
# |
Sentence |
। |
5 |
ଓ.ଏମ./CSOM) ରୋଗ ମଝି କାନରେ ଦୁଇ ସପ୍ତାହରୁ ଅଧିକ ପ୍ରଦାହ ଥାଇ ପଦାର୍ଥ ନିଃସୃତ ହେଉଥିଲେ କୁହାଯାଏ । ଏହା ତୀବ୍ର ମଧ୍ୟକର୍ଣ୍ଣ ପ୍ରଦାହର ଜଟୀଳତା ହୋଇପାରେ । ଏଥିରେ କଷ୍ଟ କ୍ୱଚିତ ହୁଏ । ସମସ୍ତ ତିନି ପ୍ରକାର କାନ ରୋଗରେ ଶୃତି ଦୋଷ ଥାଇପାରେ । ଓ.ଏମ.ଇ. ଥିଲେ ପିଲାର ଶିଖିବା ଦକ୍ଷତା ପ୍ରଭାବିତ ହୋଇପାରେ । |
ମନ୍ଦିର |
5 |
ସୁନ୍ଦର କାରୁକାର୍ଯ୍ୟର ଆଉ କେତେକ ଉଦାହରଣ ହେଲେ - ତ୍ରିକୁଟେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା ସରସ୍ଵତୀ ମନ୍ଦିର, ଦମ୍ବଲର ଦୋଦ୍ଦାବସପ୍ପା ମନ୍ଦିର, ଲାକ୍କୁଣ୍ଡିର କାଶୀବିଶ୍ଵେଶ୍ଵର ମନ୍ଦିର, ଆନ୍ନିଗେରିର ଅମୃତେଶ୍ଵର ମନ୍ଦିର । |
ଓ |
4 |
ଏହି ଯୋଜନାଟି ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଗର୍ଭାବସ୍ଥା ଓ ଗର୍ଭାବସ୍ଥାପରର ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଉଭୟ ମା ଓ ନବଜାତ ଶିଶୁର ଯତ୍ନ ନିମନ୍ତେ ମୋଟ ଟ.୫୦୦୦. |
ଓ |
4 |
ଏହାର ଉତ୍ତରରେ ଡେନମାର୍କ, ପୂର୍ବରେ ପୋଲାଣ୍ଡ ଓ ଚେକ୍ ଗଣରାଜ୍ୟ, ଦକ୍ଷିଣରେ ଅଷ୍ଟ୍ରିଆ ଓ ସ୍ୱିଜରଲାଣ୍ଡ, ଦକ୍ଷିଣ-ପଶ୍ଚିମରେ ଫ୍ରାନ୍ସ ଓ ଲକ୍ସେମବର୍ଗ ଏବଂ ଉତ୍ତର-ପଶ୍ଚିମରେ ବେଲ୍ଜିୟମ ଓ ନେଦରଲାଣ୍ଡ ରହିଛି । |
ଓ |
4 |
ଉର୍ଦୁ ଓ ପାର୍ସୀ କବିତା ଛଡ଼ା ତାଙ୍କର କେତେକ ଉର୍ଦୁ ଓ ଇଂରାଜୀ ପତ୍ର ଓ ଭାଷଣ ବର୍ଷ ବର୍ଷର ସାଂସ୍କୃତିକ, ସାମାଜିକ, ଧାର୍ମୀକ ଓ ରାଜନୈତିକ ବିଭେଦକୁ ସମାଧାନ କରିବାରେ ବହୁତ ପ୍ରଭାବଶାଳୀ ସିଦ୍ଧ ହୋଇଅଛି। |
ଓ |
4 |
ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ; କିନ୍ତୁ ମୁସଲମାନମାନେ ଚାନ୍ଦ୍ରମାସ ଅନୁସାରେ ମାସ ଗଣୁଥିବାରୁ ଓ ସେମାନଙ୍କର ମଳମାସଦ୍ଵାରା ଚାନ୍ଦ୍ର ଓ ସୌର ମାସର ସମତା ରକ୍ଷା କରାଯାଉ ନ ଥିବାରୁ ତାଙ୍କର ପର୍ବ ଓ ଉତ୍ସବମାନ (ଯଥା- ଈଦ, ମହରମ) ସବୁ ଋତୁରେ ପଡ଼ିଥାଏ । |
ଓ |
4 |
ଅଧୁନାତନ ସ୍ଥିତି ପାଲା ଓ ଦାଶକାଠିଆ ସାଧାରଣ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ଲୋପ ପାଇବାକୁ ବସୁଛି, ଏଥି ନିମନ୍ତେ ଧିରେ ଧିରେ ସରକାରୀ ଓ ବେସରକାରୀ ସ୍ତରରେ ଧିରେ ଧିରେ ଅଣଲାଭକାରୀ ଓ ଅଣ ସରକାରୀ ସଙ୍ଗଠନ ଜରିଆରେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଅଛି । |
ଓ |
4 |
ଆମ୍ବତୋଟା ଓ ଜଙ୍ଗଲିଆ ସେରିଆଲ ଓ ଲେଗ୍ୟୁମ ଓ ଅନ୍ୟ ଫସଲ ଜାତି ମଧ୍ୟରେ ସମ୍ବନ୍ଧ ଓ ଜେନେଟିକ ଆର୍କିଟେକଚର ବିଷୟରେ ମୌଳିକ ଚିନ୍ତାଧାରା ଉପରେ ଗବେଷଣା କରିଥିଲେ । |
ଓ |
4 |
ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ " ଓଡ଼ିଆ "କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । |
ହୁଏ |
4 |
ପ୍ୟାନିକ ଆଟାକ ରୋଗରେ ହଠାତ ରୋଗୀର ଅତ୍ୟନ୍ତ ଆତଙ୍କ (fear) ସୃଷ୍ଟି ହୁଏ, ପାଲପିଟେସନ (palpitations) ହୁଏ, ଝାଳ ବୁହେ, ଶରୀର କମ୍ପନ ହୁଏ, ଅଣନିଶ୍ୱାସୀ (shortness of breath) ଲାଗେ, କାଲୁଆ ହୋଇଯାଏ ଓ କିଛି ଅସୁବିଧା ହେଉଥିବା ଅନୁଭବ ହୁଏ । |
ହୁଏ |
4 |
ପିଲାମାନଙ୍କୁ ଏହି ରୋଗ ବେଶୀ ହୁଏ ଓ ଏହାଦ୍ଵାରା ସ୍ଵଳ୍ପ ଓଜନ ବୃଦ୍ଧି ହୁଏ, ପୋଷକ ହାନୀ ବା malnutrition ହୁଏ ଓ ଶିଖିବା ବାଧାପ୍ରାପ୍ତ ହୁଏ । |
ବା |
4 |
ଦଫା ୩୯୪- ଯେ କେହି ଦସ୍ୟୁତା ବା ଲୁଣ୍ଠନ କରିବା ସମୟରେ ବା ଦସ୍ୟୁତା ବା ଲୁଣ୍ଠନ କରିବାର ଉଦ୍ୟମ କଲାବେଳେ ସେ ଅନ୍ୟ କାହାକୁ ଆଘାତ କରେ, ତା’ହେଲେ ତାଙ୍କୁ ଆଜୀବନ କାରାଦଣ୍ଡ ବା ଦଶବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ । |
ବା |
4 |
ଗ୍ରହଣ ଖଣ୍ଡିଆ, ( ଇଂରାଜୀ ଭାଷାରେ କ୍ଳେଫ୍ଟ ଲିପ୍ ବା କ୍ଳେଫ୍ଟ ପ୍ୟାଲେଟ୍ ବା ଓରୋଫେସିଆଲ କ୍ଳେଫ୍ଟ ଯଥାକ୍ରମେ Cleft lip and cleft palate ବା orofacial cleft ବା cleft lip and palate), ଏକ ରୋଗ ସମୂହ ଯେଉଁଥିରେ ଓଠରେ ଫାଙ୍କ (ସି. |
ରୋଗ |
4 |
ଆଲଜିମର ରୋଗ ଓ ଭାସ୍କୁଲାର ଡିମେନ୍ସିଆ (vascular dementia) ରୋଗ ପରେ ଏହି ଡିଏଲବି ରୋଗ ତୃତୀୟ ସାଧାରଣ ଡିମେନ୍ସିଆ ରୋଗ । |
ନିମନ୍ତେ |
4 |
ଆଗକାଳରେ ଚାଉଳ ମପାହେବା ନିମନ୍ତେ କଂସାରେ ଗିନା, ଖାଇବା ନିମନ୍ତେ ବାଟି ଓ ବଡ଼ ପାତ୍ର, ପାଣି ରଖିବା ନିମନ୍ତେ ପିତ୍ତଳ କଳସୀ, ଓ ରାନ୍ଧିବା ନିମନ୍ତେ ପିତ୍ତଳ ହାଣ୍ଡି ଆଦି ତିଆରି କରାଯାଉଥିଲା । |
ମନ୍ଦିର |
4 |
ଏହି ଗାଆଁରେ ଗ୍ରାମ ଦେବତୀ ଜାଗୁଳେଇଙ୍କ ମନ୍ଦିର ସହ ଜଗନ୍ନାଥ ମନ୍ଦିର, ବିରୁପାକ୍ଷ ଶିବ ମନ୍ଦିର ଓ ହନୁମାନ ମନ୍ଦିର ଅଛି । |
ମନ୍ଦିର |
4 |
ଏହି ଗାଆଁରେ ଗ୍ରାମଦେବତୀ ଗ୍ରାମେଶ୍ଵରୀଙ୍କ ପୀଠ ସହ ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, କାଳୀ ମନ୍ଦିର, ଚନ୍ଦ୍ରଶେଖର ଶିବ ମନ୍ଦିର ଓ ରାଧାକୃଷ୍ଣ ମଠ ଅଛି । |
କିଛି |
4 |
କିଛି ସେକଣ୍ଡ ବା କିଛି ମିନିଟର କୋମା ପରେ ଆଘାତ ପର ସ୍ମୃତିହୀନତା ଦେଖାଯାଏ ଯାହା କିଛି ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହେ । |
ହୋଇଥାଏ |
4 |
ପାଓ ଭାଜୀର ବହୁ ତତ୍ୱ ପଦାର୍ଥ ଏବଂ ଗର୍ନିସିଂ ହୋଇଥାଏ, କିନ୍ତୁ ମୂଳ ରୂପେ ମସଲାଯୁକ୍ତ ପରିବାର ଏକ ମିଶ୍ରଣ ହୋଇଥାଏ ଯାହା ଏକ ମୋଟା ଗ୍ରେବୀରେ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ ନରମ ସଫା ବ୍ରେଡ଼ ରୋଲ ହୋଇଥାଏ, ଯାହାକୁ ଏକ ତାୱାରେ ସେକା ଯାଇଥାଏ । |
ସହିତ |
4 |
ଚର୍ମ ରୋଗରେ ମହୁ ସହିତ, ପ୍ରମେହ ଆଦିରେ କଞ୍ଚା ହଳଦୀ ସହିତ, ଅତିସାର, ଶୋଥ ଓ କାମଳ ଆଦିରେ ଗୋଲ ମରିଚ ସହିତ, ଶୁକ୍ରଜନିତ ରୋଗରେ ମିଶ୍ରି ସହିତ ସେବନ କରାଯାଏ। |